ବ୍ରହ୍ମାଜାତି ହୀରା
ଦେଖଣା
ବ୍ରହ୍ମାଜାତି ହୀରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଉତ୍କୃଷ୍ଟ ହୀରା —A first class diamond; a diamond of the first water.
[ ଦ୍ର—ହିନ୍ଦୁଶାସ୍ତ୍ରମତେ ବର୍ଣ୍ଣଭେଦରେ ହୀରା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଏହି ଚାରି ଜାତିରେ ବିଭକ୍ତ ବ୍ରହ୍ମଜାତି ହୀରାର ବର୍ଣ୍ଣ ଶୁଭ୍ର ଉଜ୍ଜ୍ୱଳ; କ୍ଷତ୍ରିୟ ଜାତି ହୀରାର ବର୍ଣ୍ଣ ରକ୍ତ; ବୈଶ୍ୟ ଜାତି ହୀରା ପୀତ ଓ ଶୂଦ୍ର ଜାତି ହୀରା କୃଷ୍ଣବର୍ଣ୍ଣ
ରସାୟନ କାର୍ଯ୍ୟରେ ବ୍ରହ୍ମଜାତି ହୀରା ପ୍ରଶସ୍ତ ଓ ଏହା ସମସ୍ତ କାର୍ଯ୍ୟରେ ସିଦ୍ଧି ଦାୟକ କ୍ଷତ୍ରିୟ ଜାତି ହୀରା ରୋଦ ନାଶକ, ଜରା ଓ ଅକାଳ ମୃତ୍ୟୁ ନିବାରକ ବୈଶ୍ୟ ଜାତି ହୀରା ସମ୍ପତ୍ତି ପ୍ରଦାୟକ ଓ ଶରୀରରେ ଦୃଢ଼ତା ସମ୍ପାଦକ ଶୂଦ୍ର ଜାତି ହୀର ରୋଗ ନାଶକ ଓ ବୟଃସ୍ଥାପକ ଦ୍ରବ୍ୟଗୁଣ ]