Jump to content

ବ୍ରହ୍ମାଣୀ

ଉଇକିଅଭିଧାନ‌ରୁ

ବ୍ରହ୍ମାଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବ୍ରହ୍ମନ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ବ୍ରହ୍ମାଙ୍କ ପତ୍ନୀ — ୧. The wife of Brahmā.
୨. ବ୍ରହ୍ମାଙ୍କର ସୃଷ୍ଟିଶକ୍ତି —୨. The creative energy of Brahmā (personified).
୩. ଦେବୀ ବିଶେଷ —୩. Name of a Goddess.
୪. ବ୍ରାହ୍ମଣୀ —୪. A female Brahmaṇa.
୫. ରେଣୁକା ନାମକ ଗନ୍ଧ ଦ୍ରବ୍ୟ —୫. A medicinal scent.
୬. ଏକ ପ୍ରକାର କଂସା —୬. A kind if bellemetal.
୭. ସରସ୍ୱତୀ (ହିନ୍ଦୀ - ଶ) —୭. Goddess Saraswatī