Jump to content

ବ୍ରହ୍ମାୟୁଷ

ଉଇକିଅଭିଧାନ‌ରୁ

ବ୍ରହ୍ମାୟୁଷ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ରହ୍ମାୟୁଃ)

[ସମ୍ପାଦନା]

ବ୍ରହ୍ମାଙ୍କର ପରମାୟୁ; ଅନନ୍ତକାଳ — The lifetime of the age of a Brahmā an indefinitely long period.

(ଉ—ବ୍ରହ୍ମାୟୁଷ ବିହରିଲା ନର ନିଃଶ୍ୱାସକେ ଭଞ୍ଜ. ବୈଦେହୀଶବିଳାସ)