ବ୍ରହ୍ମା କୁଣ୍ଡ
ଯାଜପୁରରେ ଥିବା ଯଜ୍ଞ କୁଣ୍ଡ —Name of a sacrificial pit in j̄ajpur.
[ଦ୍ରଷ୍ଟବ୍ୟ —ଯାଜପୁରରେ ବ୍ରହ୍ମା ଯେଉଁଠାରେ ଯଜ୍ଞ କରିବା ପାଇଁ କୁଣ୍ଡ ଖୋଳାଯାଇଥିଲେ ସେଥିରୁ ବିରଜା ଦେବୀ ବାହାରିଥିଲେ ନୀଳମଣି ବିରଜା ସ୍ତୁତି]