ବ୍ରହ୍ମୀ
ଦେଖଣା
ବ୍ରହ୍ମୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ମନ୍+ଈ)
[ସମ୍ପାଦନା]- ୧. ଏକ ପ୍ରକାର ପଙ୍କୁଆ ମାଛ; ବମୀମାଛ —୧. A kind of fish moving in the mud at the bottom of water (shaped like a cylinder); Macrognathus Pancalus.
- ୨. ଭାର୍ଗୀ; ବ୍ରାହ୍ମଣଝାଟିଆ —୨. Siphonanthus Indica.
- ୩. ବ୍ରାହ୍ମୀଶାଗ —୩. A pother; Ruta Graveolens.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରାହ୍ମଧର୍ମାଲମ୍ୱି ବ୍ୟକ୍ତି —୧. A Brahmo.
- ୨. ବ୍ରହ୍ମଦେଶବାସୀ ବ୍ୟକ୍ତି —୨. A Burmese.