ବ୍ରହ୍ମୋତ୍ସବ
ଦେଖଣା
ବ୍ରହ୍ମୋତ୍ସବ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ)ବି
[ସମ୍ପାଦନା]ମଞ୍ଜୁଷା ରାଜଧାନୀରେ ପ୍ରତିଷ୍ଠିତ ରାଜପତିତ ଦେବ ବାସୁଦେବଙ୍କ ଦେବାଳୟ— ପ୍ରତିଷ୍ଠା ଦିବସର ବାର୍ଷିକ ଉତ୍ସବ —A grand festival observed in Mandassa in the district of Ganjam.
[ଦ୍ରଷ୍ଟବ୍ୟ — ଏହା ବୈଶାଖ ମାସରେ ହୁଏ ଏହା ପଣାସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ଏଠାରେ ଦଶ ଦିନ ଖୁବ୍ ଗହଳି ଓ ଯାତ ହୁଏ ମଞ୍ଜୁଷାର ରାଜବଂଶ ରାମାନୁଜ ମତାବଲମ୍ୱୀ ବୈଷ୍ଣବ ଅଟନ୍ତି ରାଜବଂଶପୃଜିତ ଦେବଙ୍କ ନାମ ବାସୁଦେବ; ଏ ଉତ୍ସବରେ ମଞ୍ଚୁଷାରାଜ୍ୟର ଓ ନିକଟବର୍ତ୍ତୀ ଅଞ୍ଚଳର ବହୁସହସ୍ର ଲୋକ ଆସି ଯୋଗ ଦିଅନ୍ତି ଖୁବ୍ ଆଡ଼ମ୍ୱର ସହିତ ସଙ୍ଗୀତ. ବୈଠକ, ସଖୀ ନାଟ ଆଦି ହୁଏ ଓ ବିକ୍ରୟାର୍ଥ ବହୁ ପଣ୍ୟଦ୍ରବ୍ୟର ଦୋକାନ ଦାଣ୍ଡରେ ବସେ ଏ ଉତ୍ସବରେ ଓଡ଼ିଶାର ଓ ଗଞ୍ଜାମର ରାଜ୍ୟ— ମାନେ ସମୟ ସମୟରେ ଯାଇ ଯୋଗ ଦିଅନ୍ତି
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବ୍ରାହ୍ମଧର୍ମାଲମ୍ୱୀମାନଙ୍କର ମାଘୋତ୍ସବ — A festival held by the Brahmos in the month of Māgha.