ବ୍ରହ୍ମ କନ୍ୟକା
ଦେଖଣା
ବ୍ରହ୍ମ କନ୍ୟକା
ଉଚ୍ଚାରଣ
[ସମ୍ପାଦନା](ବ୍ରହ୍ମକନ୍ୟା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (୬ଷ୍ଠୀ ତତ୍; ବ୍ରହ୍ମନ୍+କନ୍ୟକା)
[ସମ୍ପାଦନା]- ୧. ସରସ୍ୱତୀ —୧. The Goddess of learning.
[ଦ୍ରଷ୍ଟବ୍ୟ —ପୁରାଣମତେ ଏ ବ୍ରହ୍ମାଙ୍କ ମସ୍ତକରୁ ଜନ୍ମିଥିଲେ]
- ୨. ବ୍ରାହ୍ମୀ ଶାକ — ୨. A pot herb; Ruta Graveolens.
- ୩. ସୋମଲତା —୩. A creeper producing the 'Some' juice; Ascelpias Acida.
- ୪. ବ୍ରାହ୍ମଣଝାଟିଆ; ଭାର୍ଗୀ (ହିନ୍ଦୀ - ଶ.) —୪. Name of a plant; Clerodendron Siphonanthus.