ବ୍ରହ୍ମ କାଣ୍ଡ
(କର୍ମକାଣ୍ଡ—ବିପରୀତ)
=== ସଂସ୍କୃତ - ବି—(ମ. ପ. ଲୋ; ବ୍ରହ୍ମନିରୂପକ କାଣ୍ଡ)
ବେଦର ଯେଉଁ ଅଂଶରେ ବ୍ରହ୍ମର ମୀମଂସା କରାଯାଇଅଛି; ଜ୍ଞାନକାଣ୍ଡ —That part of the Bedas dealing with metaphysics.