Jump to content

ବ୍ରହ୍ମ ଘୋଷ

ଉଇକିଅଭିଧାନ‌ରୁ

ବ୍ରହ୍ମ ଘୋଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ରତ୍ ବ୍ରହ୍ମ=ବେଦ+ଘୋଷ=ଧ୍ୱନି)

[ସମ୍ପାଦନା]
୧. ବେଦଧ୍ୱନି —୧. The sound or the utterance of the Beda.
୨: ବେଦପାଠ (ହିନ୍ଦୀ - ଶ) —୨. The reading or recital of the Bedas.