Jump to content

ବ୍ରହ୍ମ ଚେତା

ଉଇକିଅଭିଧାନ‌ରୁ

ବ୍ରହ୍ମ ଚେତା

ଉଚ୍ଚାରଣ

[ସମ୍ପାଦନା]

(ବ୍ରହ୍ମଚେତାଃ—ସଂସ୍କୃତ - ରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ବ୍ରହ୍ମ+ଚେତସ୍)

[ସମ୍ପାଦନା]

ଭଗବାନଙ୍କଠାରେ ଯାହା ମନ ସର୍ବଦା ଲାଗିଥାଏ —Always devoted to God; godly.

(ଉ—ବ୍ରହ୍ମଚେତା ସାଧୁ ପଣ୍ତିତ ଜନେ ପ୍ରାଚୀ ଶ୍ରୀଗୁରୁଭକ୍ତିଗୀତ)