ବ୍ରହ୍ମ ଠକ
ଦେଖଣା
ବ୍ରହ୍ମ ଠକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବ୍ରହ୍ମ ଠକ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରତାରକାଗ୍ରଣୀ; ଯେ ସମସ୍ତଙ୍କୁ ଠକି ପାରେ; ଶଠାଗ୍ରଣୀ —୧. A master cheat.
- ୨. ପ୍ରତାରକ ବ୍ରାହ୍ମଣ —୨. A fraudulent. Brāhmaṇa.
- ୩. ଯେ ବ୍ରାହ୍ମଣ ବେଶ ଧରି ଲୋକଙ୍କୁ ଠକେ —୩. A person who cheats people by assuming the garb of a Brāhmaṇa