Jump to content

ବ୍ରହ୍ମ ତାଳୁ

ଉଇକିଅଭିଧାନ‌ରୁ

ବ୍ରହ୍ମ ତାଳୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମସ୍ତକର ଚାନ୍ଦି; କପାଳ ଉପରେ ଯେଉଁ ସ୍ଥାନଟି ଖୁବ୍ କୋମଳ —The crown of the head.


[ଦ୍ରଷ୍ଟବ୍ୟ —ଶିଶୁମାନଙ୍କର କପାଳ ଉପରେ ହାତ ଦେଇ ଦେଖିଲେ ଏହି ସ୍ଥାନଟି ଚର୍ମମୟ ଓ କୋମଳ ଲାଗେ ଓ ସର୍ବଦା ଦୁକ୍ଦୁକ୍ ହେଉଥାଏ]