ବ୍ରହ୍ମ ଦଣ୍ଡ
ଦେଖଣା
ବ୍ରହ୍ମ ଦଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବ୍ରହ୍ମ=ବ୍ରାହ୍ମଣ+ଦଣ୍ଡ)
[ସମ୍ପାଦନା]- ୧. ବ୍ରାହ୍ମଣ ଯଷ୍ଟି; ବ୍ରାହ୍ମଣ ଝାଟିଆ ନାମକ ଔଷଧ ଗୁଳ୍ମ —୧. Siphonanthus Indica; a medicinal plant.
- ୩. ବ୍ରହ୍ମଶାପ ଜନିତ ଦଣ୍ଡ — ୨. Punishment or evil befalling a person as a result of a Brāhmaṇa's curse.
- ୩. ବ୍ରାହ୍ମଣର ଯଷ୍ଟି —୩. A stick used by a Brāhmaṇa.