ବ୍ରହ୍ମ ଦୈତ୍ୟ
ଦେଖଣା
ବ୍ରହ୍ମ ଦୈତ୍ୟ
ଉଚ୍ଚାରଣ
[ସମ୍ପାଦନା](ବ୍ରହ୍ମରାକ୍ଷସ, ବ୍ରହ୍ମପିଶାଚ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବ୍ରହ୍ମରାକ୍ଷସ; ପ୍ରେତଯୋନି ପ୍ରାପ୍ତ ଅବିବାହିତ ବ୍ରାହ୍ମଣ —The ghost of Brāhmaṇa who died a bachelor.
[ଦ୍ରଷ୍ଟବ୍ୟ —ଲୋକ ମାନଙ୍କର ବିଶ୍ୱାସ, ଯେ ନିମ୍ୱ, ବେଲ, ବଟ, ଅଶ୍ୱତ୍ଥ ଏହି ଚାରି ଗଛରେ ବ୍ରହ୍ମଦୈତ୍ୟ ବାସ କରନ୍ତି ଏଥିପାଇଁ ରାତିରେବଓ ଉଦୁଉଦିଆ ଖରାବେଳେ ପିଲାଙ୍କୁ ଓ ସ୍ତ୍ରୀମାନଙ୍କୁ ଓ ଏ ଗଛମାନଙ୍କ ନିକଟକୁ ଯିବାକକୁ ଲୋକେ ମନା କରନ୍ତି ଏ ବ୍ରହ୍ମରାକ୍ଷସମାନେ ଗ୍ରାମର ଯୁବକ ଓ ଯୁବତୀ ମାନଙ୍କଠାରେ ଆବିଷ୍ଟ ହେବା ଦେଖା ଯାଇଅଛି]