ବ୍ରହ୍ମ ପୁରାଣ
ଦେଖଣା
ବ୍ରହ୍ମ ପୁରାଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅଷ୍ଟାଦଶ ପୁରାଣାନ୍ତର୍ଗତ ପ୍ରଥମ ପୁରାଣ — First of the ୧୮ Purāṇas of the Hindus.
[ଦ୍ରଷ୍ଟବ୍ୟ —ପୁରାଣ ତଳେ ଟୀକା ଦେଖ; ମତ୍ସ୍ୟ ପୁରାଣାଦିରେ ବ୍ରହ୍ମପୁରାଣର ଶ୍ଳୋକ ସଂଖ୍ୟା ୧ ହଜାର ଥିବାର ଲେଖାଅଛି କିନ୍ତୁ ଆଜିକାଲି ମିଳୁଥିବା ଗ୍ରନ୍ଥର ଶ୍ଳୋକ ସଂଖ୍ୟା ୭ ହଜାର ଏଥିରେ ପୁରୁଷୋତ୍ତମ଼ କ୍ଷେତ୍ରର ବହୁତ ବର୍ଣ୍ଣନ ଅଛି ଓ ୪ଶ ଅଧ୍ୟାୟରେ ଜଗନ୍ନାଥ ଓ କୋଣାର୍କ ମନ୍ଦିରର ବର୍ଣ୍ଣନା ଅଛି; ଉତ୍ତର ଖଣ୍ଡରେ ମାରବାଡ଼ର ବଲଜୀ ନଦୀର ମାହାତ୍ମ୍ୟ ବର୍ଣ୍ଣିତ ହୋଇଅଛି କୃଷ୍ଣଙ୍କ କଥା ଓ ଅନେକ ତୀର୍ଥର କଥା ମଧ୍ୟ ଏଥିରେ ଅଛି ହିନ୍ଦୀ - ଶବ୍ଦସାଗର]