Jump to content

ବ୍ରହ୍ମ ପୁରୁଷ

ଉଇକିଅଭିଧାନ‌ରୁ

ବ୍ରହ୍ମ ପୁରୁଷ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପରମାତ୍ମା; ପରମେଶ୍ୱର —୧. God; purusha the Holy Spirit.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମନୁଷ୍ୟର ଜୀବାତ୍ମା —The soul of a person.

(ଯଥା—ମୋ ବ୍ରହ୍ମପୁରୁଷକୁ ଭାରି ବାଧିଲାଣି)