ବ୍ରହ୍ମ ବାଲୁକ
ହିନ୍ଦୁମାନଙ୍କର ତୀର୍ଥ ବିଶେଷ —Name of a place of Hindu pilgrime.
[ଉ—ଯଜନ ଯାଜନ କରି ବ୍ରହ୍ମ ବାଲୁକରେ, ସ୍ନାନ କଲେ ଲୋକ ନ ପଡ଼େ ଯେ ଶୋକରେ କୃଷ୍ଣସିଂହ. ମହାଭାରତ ବନ]