Jump to content

ବ୍ରହ୍ମ ଯଜ୍ଞ

ଉଇକିଅଭିଧାନ‌ରୁ

ବ୍ରହ୍ମ ଯଜ୍ଞ

ଉଚ୍ଚାରଣ

[ସମ୍ପାଦନା]

(ବ୍ରହ୍ମସତ୍ର—ଅନ୍ୟରୂପ)

=== ସଂସ୍କୃତ - ବିଶେଷ୍ୟ - (ବ୍ରାହ୍ମଣର ନିତ୍ୟ କର୍ତ୍ତବ୍ୟ)

ବିଧି ଅନୁସାରେ ବେଦାଧ୍ୟୟନ, ବେଦାଭ୍ୟାସ ଓ ବେଦ— ଧ୍ୟାପନ —The regular study and teaching of the Bedas enjoined on each Brāhmaṇa.

[ଦ୍ରଷ୍ଟବ୍ୟ —ଅନ୍ୟ ଦୁଇ ଯଜ୍ଞ ଯଥା—ନୃଯଜ୍ଞ ଓ ଦେବ ଯଜ୍ଞ]