ବ୍ରହ୍ମ ଯୋନୀ
କୁରୁକ୍ଷେତ୍ରସ୍ଥ ତୀର୍ଥବିଶେଷ; ସରସ୍ୱତୀ ନଦୀର ତୀରରେ ପୃଥୂଦକ ନିକଟସ୍ଥ ତୀର୍ଥ — A place of Hindu pilgrimage in N.W. India.
[ଦ୍ରଷ୍ଟବ୍ୟ —ଏଠାରେ ବ୍ରହ୍ମା ବ୍ରାହ୍ମଣାଦି ୪ ବର୍ଣ୍ଣର ସୁଷ୍ଟି କରିଥିଲେ]