Jump to content

ବ୍ରହ୍ମ ରନ୍ଧ୍ର

ଉଇକିଅଭିଧାନ‌ରୁ

ବ୍ରହ୍ମ ରନ୍ଧ୍ର

ଉଚ୍ଚାରଣ

[ସମ୍ପାଦନା]

(ବ୍ରହ୍ମଚ୍ଛିଦ୍ର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବ୍ରହ୍ମତାଳୁ (ଦେଖ) - —୧. Brahma tāḻu (See)
୨. ବ୍ରହ୍ମ ତାଳୁରେ ଯେଉଁ କଳ୍ପିତ ଅତି ସୂଷ୍ମଛିଦ୍ର ବାଟେ ଯୋଗସାଧକମାନଙ୍କ ପ୍ରାଣବାୟୁ ବାହାରି ଯାଏ — ୨. The imaginary hole on the top of the skull through which the vital spark of Jogīs passes away.