ବ୍ରହ୍ମ ରାକ୍ଷସ
ଦେଖଣା
ବ୍ରହ୍ମ ରାକ୍ଷସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରହ୍ମ ଦୈତ୍ୟ (ଦେଖ) - — ୧. Brahma d&aline;i̱tya (See)
[ଦ୍ରଷ୍ଟବ୍ୟ —ମନୁଙ୍କ ମତରେ ଯେଉଁ ବ୍ରାହ୍ମଣ ପତିତ ବ୍ୟକ୍ତିର ସହବାସ, ପରସ୍ତ୍ରୀଗମନ, ବ୍ରହ୍ମସ୍ୱହରଣ କରିଥାଏ, ମୃତ୍ୟୁ ପରେ ସେ ବ୍ରହ୍ମରାକ୍ଷସତ୍ୱ ପ୍ରାପ୍ତ ହୁଏ ଲୋକ ବିଶ୍ୱାସ ଏହିକି ବ୍ରାହ୍ମଣ ବିବାହ ନ କରି ମଲେ ବ୍ରାହ୍ମରାକ୍ଷସ ହୁଏ]
- ୨. ଶିବଙ୍କ ଗଣବିଶେଷ —୨. A class of attendants of Ṡiba.