Jump to content

ବ୍ରହ୍ମ ରେଖ

ଉଇକିଅଭିଧାନ‌ରୁ

ବ୍ରହ୍ମ ରେଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଜୀବର ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ଜୀବନର ଅବଶ୍ୟଂଭାବୀ ଘଟଣାମାନ, ଯାହାକୁ ଜନ୍ମ ହେବାମାତ୍ରେ ବ୍ରହ୍ମା ତା କପାଳରେ ଲେଖି ଦେଇ ଯାଆନ୍ତି (ହିନ୍ଦୀ - ଶ); କପାଳ ଲେଖନ — The supposed decree which is written on every animals brow by Brahmā just after his birth.