Jump to content

ବ୍ରହ୍ମ ସଙ୍ଗୀତ

ଉଇକିଅଭିଧାନ‌ରୁ

ବ୍ରହ୍ମ ସଙ୍ଗୀତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିରାକାର ବ୍ରହ୍ମଙ୍କ ସ୍ତବଗୀତିକା; ବ୍ରହ୍ମୋ— ପାସନାମୂଳକ ସଙ୍ଗୀତ — Hymns composed in honour of the Formless Supreme Being.

[ଦ୍ରଷ୍ଟବ୍ୟ —ରାଜା ରାମମୋହନରାୟ ବଙ୍ଗ ଦେଶରେ ଏ ସଙ୍ଗିତର ପ୍ରଥମ ପଥ ପ୍ରଦର୍ଶକ]