ବ୍ରହ୍ମ ସୁବର୍ଚ୍ଚଳା
ଆଦିତ୍ୟଭକ୍ତାର ପ୍ରକାର ଭେଦ; ଏକ ପ୍ରକାର ବନ୍ୟ ଶାକ; ଅଣସୋରିଷ; —A sort of wild potherb; Cleomi Viscosa; Polanisia Icosandra; the sunflower plant.
[ପୂର୍ବେ ତପସ୍ୱୀମାନେ ଏ ଗୁଳ୍ମର କଟୁ ରସ ପାନ କରୁଥିଲେ ହିନ୍ଦୀ - ଶ]