Jump to content

ବ୍ରାକେଟ୍

ଉଇକିଅଭିଧାନ‌ରୁ

ବ୍ରାକେଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - )

[ସମ୍ପାଦନା]
୧. ଲେଖାରେ ବ୍ୟବହୃତ ବନ୍ଧନୀ ଚିହ୍ନ —୧. Bracket.
୨. (ସଂସ୍କୃତ - ନାମ ସାଲାର—ଯୋଗେଶ୍ଚନ୍ଦ୍ର)—କାନ୍ଥରେ ଲୁଗା ଟାଙ୍ଗିବା ଉପଯୋଗୀ କାଠର ଏକାଧିକ ମେଖଯୁକ୍ତ ପଟା — ୨. A bracket for hanging clothes.
୩. ପରୀକ୍ଷା ଦେଇଥିବା ଦୁଇ ଜଣ ଛାତ୍ର ପରୀକ୍ଷାରେ ସମାନ ନମ୍ୱର ପାଇଥିବା ଅବସ୍ଥା —୩. The state of ୨ examinees securing equel marks in an examination and being thus bracketed.