ବ୍ରାତ
ଦେଖଣା
ବ୍ରାତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୃ ଧାତୁ= ପ୍ରାର୍ଥନା କରିବା+ କର୍ତ୍ତୃ. ଅତ)
[ସମ୍ପାଦନା]- ୧. ସମୂହ;ଦଳ —୧. Crowd; assemllage.
- ୨. ପତିତ ବ୍ରାହ୍ମଣର ସନ୍ତାନ —୨. A descendant of a fallen Brāhmaṇa.
- ୩. ବିବାହ ଉତ୍ସବରେ ଯୋଗ ଦେବାକୁ ଯିବା ବରଯାତ୍ରୀ ବା କନ୍ୟାଯାତ୍ରୀ — ୩. A company of the relations of the bride or of the bridegroom attending a marriage.
- ୪. ଶାରୀରିକ ପରିଶ୍ରମ —୪. Boidly labour; physical labour.
- ୫. ମଯୁରି ଖଟିବା —୫. Working for daily wages.