Jump to content

ବ୍ରାତାଚାରୀ

ଉଇକିଅଭିଧାନ‌ରୁ

ବ୍ରାତାଚାରୀ

ଉଚ୍ଚାରଣ

[ସମ୍ପାଦନା]
(ବ୍ରତାଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଂ—(ବ୍ରତ+ଆ+ଚର୍ ଧାତୁ+କର୍ତ୍ତୃ. ଇନ୍; ୧ମା ୧ବ.)

[ସମ୍ପାଦନା]

ବ୍ରତୀ; ବ୍ରତପାଳନକାରୀ — One engaged in the observance of a religious or solemn vow.