Jump to content

ବ୍ରାତୀ

ଉଇକିଅଭିଧାନ‌ରୁ

ବ୍ରାତୀ

ଉଚ୍ଚାରଣ

[ସମ୍ପାଦନା]
(ବ୍ରାତିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବ୍ରାତ+ଇନ୍, ୧ମା. ୧ବ)

[ସମ୍ପାଦନା]

ମୁଲିଆ; କୁଲି — A daily labourer; cooly; a journeyman labourer.

ବିଶେଷଣ - (ବ୍ରତ+ଇନ୍)

[ସମ୍ପାଦନା]

ବ୍ରତନିଷ୍ଠ — Devoted to the perfomance of religious vows.