Jump to content

ବ୍ରାତ୍ୟ

ଉଇକିଅଭିଧାନ‌ରୁ

ବ୍ରାତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବ୍ରତ+ହୀନାର୍ଥେ ଯ)

[ସମ୍ପାଦନା]
୧. ସଂସ୍କାର ବିହୀନ; ନିର୍ଦ୍ଦିଷ୍ଟ ବୟସ ଅତୀତ ହୋଇ ସୁଦ୍ଧା ହେଉଁ ଦ୍ୱିଜ ସନ୍ତାନ ବ୍ରତ ହୋଇ ନାହିଁ —(a person of the
twice born caste) Who has not been invested with the sacred thread after he has passed the proper age.
୨. ବ୍ରତ ସମ୍ୱନ୍ଧୀୟ —୨. Relating to a religious vow.
୩. ବର୍ଣ୍ଣସଙ୍କର (ହ. ଶ) —୩. Born of mixed parents; bybird.