Jump to content

ବ୍ରାନ୍ଦ

ଉଇକିଅଭିଧାନ‌ରୁ

ବ୍ରାନ୍ଦ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ସଂସ୍କୃତ - ବରଣ୍ଡ)

[ସମ୍ପାଦନା]
୧. ଘରଚାଳର କାଠ ଆଦି ଉପକରଣ; ଚାଳ ଘରର କାନ୍ଥ ଉପରେ ରଖାଯିବା ସମସ୍ତ କାଠ, ଯାହା ଉପରେ ଚାଳ ରହେ; ଦଲମ —Wood- work of the thatch in a thatched house.
୨. ଚାଳଘରର ଶ୍ରେଣୀ —୨. The roof-plates and wall— paltes of a thatched house.