ବ୍ରାହ୍ମ
ଦେଖଣା
ବ୍ରାହ୍ମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବ୍ରହ୍ମନ+ସମ୍ୱନ୍ଧୀର୍ଥେ ଓ ଜ୍ଞାନର୍ଥେ ଅ)
[ସମ୍ପାଦନା]- ୧. ବ୍ରହ୍ମସମ୍ୱନ୍ଧୀୟ —୧. Relating to Brahma.
- ୨. ବ୍ରହ୍ମାଙ୍କ ସମ୍ୱନ୍ଧୀୟ —୨. Relating to Brahmā.
ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରହ୍ମାଙ୍କ ପୁତ୍ର ନାରଦ ଋଷି — ୧. Sage Nārada, the son of Brahmā.
- ୨. ବ୍ରାହ୍ମତୀର୍ଥ (ଦେଖ) - —୨. Brāhmarīrtha. (See).
- ୩. ବ୍ରାହ୍ମଧର୍ମ (ଦେଖ) - —୩. Brāhmadharma (See).
- ୪. ବ୍ରାହ୍ମ ପୁରାଣ (ଦେଖ) - —୪. Brāhma purāṇa (See).
- ୫. ବ୍ରାହ୍ମ ବିବାହ (ଦେଖ) - —୫. Brāhma bibāha (See).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରାହ୍ମ ସମାଜ (ଦେଖ) - —୧. Brāhma Samāja (See).
- ୨. (ପୁଂ) ବ୍ରାହ୍ମ ସମାଜୀ (ଦେଖ) - —୨. Brāhma samājī (See).
(ବ୍ରାହ୍ମିକ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ବ୍ରାହ୍ମଧର୍ମାବଲମ୍ୱୀ (ବ୍ୟକ୍ତି) —(a person) Professing the Brahmo religion.