ବ୍ରାହ୍ମଣିଆ
ଦେଖଣା
ବ୍ରାହ୍ମଣିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବ୍ରହ୍ମଣ୍ୟ)
[ସମ୍ପାଦନା]- ୧. ବ୍ରାହ୍ମଣୋପଯୁକ୍ତ — ୧. Befitting a Brāhmaṇa.
- ୨. ବ୍ରାହ୍ମଣ ସମ୍ୱନ୍ଧୀୟ —୨. Realiting to Brāhmaṇa.
ବିଶେଷ୍ୟ -
[ସମ୍ପାଦନା]- ୧. ବୃକ୍ଷବିଶେଷ —୧. Name of tree.
(ଉ—ବ୍ରାହ୍ମଣିଆ ଯେ କୁମ୍ଭୀବାହାଡ଼ା ଅଏଁଳା କୃଷ୍ଣସିଂହ. ମହାଭାରତ ବନ)
- ୨. ବ୍ରାହ୍ମଣର କାର୍ଯ୍ୟ —୨. Act befitting a Brāhmaṇa.
[ଦ୍ରଷ୍ଟବ୍ୟ — ଏହି ଶବ୍ଦ ଆଧୁନିକ ପ୍ରୟୋଗରେ ପରଠାରୁ ଅନୁଗ୍ରହ ବା କ୍ଷାଚ୍ଣାର୍ଥ ଅନୁସରଣ, ଦାନଗ୍ରହଣ, ଭିକ୍ଷାବୃତ୍ତି ଇତ୍ୟାଦି ବୁଝାଏ]