ବ୍ରାହ୍ମଣିଆ ବେଙ୍ଗ
ଦେଖଣା
ବ୍ରାହ୍ମଣିଆ ବେଙ୍ଗ
ଉଚ୍ଚାରଣ
[ସମ୍ପାଦନା](ବ୍ରାହ୍ମଣୀବେଙ୍ଗ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକର ବଡ଼ ବେଙ୍ଗ —Spotted and striped frog; marsh frog; Rana palustris.
[ଦ୍ରଷ୍ଟବ୍ୟ —ଏମାନଙ୍କ ପିଠିରେ (ବ୍ରାହ୍ମଣର ପଇତାପରି) ଧଳା ଡ଼ୋରା ଥାଏ ଏମାନେ ପାଣି ନିକଟରେ ବାସ କରନ୍ତି ଦେହ ମସୃଣ ଏମାନେ ଉଭୟଚର ଅଟନ୍ତି; ବର୍ଷାକାଳରେ ଖୁବ ଉଚ୍ଚୈଃସ୍ୱରରେ ରାବ କରନ୍ତି କେତେକ ନୀଚଜାତିୟା ଲୋକ ଏହାର ମାଂସ ଖାଆନ୍ତି ଏହାର ମାଂସ ଖାଇଲେ ବାତୁଳତା ଭଲ ହୁଏ ବୋଲି କେହି କେହି କହନ୍ତି]