Jump to content

ବ୍ରାହ୍ମଣି(ଆଁ)

ଉଇକିଅଭିଧାନ‌ରୁ

ବ୍ରାହ୍ମଣି(ଆଁ)

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବ୍ରହ୍ମଣ୍ୟ)

[ସମ୍ପାଦନା]
୧. ବ୍ରାହ୍ମଣୋପଯୁକ୍ତ — ୧. Befitting a Brāhmaṇa.
୨. ବ୍ରାହ୍ମଣ ସମ୍ୱନ୍ଧୀୟ —୨. Realiting to Brāhmaṇa.

ବିଶେଷ୍ୟ -

[ସମ୍ପାଦନା]
୧. ବୃକ୍ଷବିଶେଷ —୧. Name of tree.

(ଉ—ବ୍ରାହ୍ମଣିଆ ଯେ କୁମ୍ଭୀବାହାଡ଼ା ଅଏଁଳା କୃଷ୍ଣସିଂହ. ମହାଭାରତ ବନ)

୨. ବ୍ରାହ୍ମଣର କାର୍ଯ୍ୟ —୨. Act befitting a Brāhmaṇa.

[ଦ୍ରଷ୍ଟବ୍ୟ — ଏହି ଶବ୍ଦ ଆଧୁନିକ ପ୍ରୟୋଗରେ ପରଠାରୁ ଅନୁଗ୍ରହ ବା କ୍ଷାଚ୍ଣାର୍ଥ ଅନୁସରଣ, ଦାନଗ୍ରହଣ, ଭିକ୍ଷାବୃତ୍ତି ଇତ୍ୟାଦି ବୁଝାଏ]