Jump to content

ବ୍ରାହ୍ମଣୀ ନାନୀ

ଉଇକିଅଭିଧାନ‌ରୁ

ବ୍ରାହ୍ମଣୀ ନାନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ବିଧବା ବ୍ରାହ୍ମଣୀ —୧. A Brāhmaṇa widow.
୨. ରାଜାମାନଙ୍କ ଘରେ ନିଯୁକ୍ତ ବିଧବା ପାଚିକା —୨. A Brāhmaṇa widow serving as cook in a Raja's harem.
୩. ଶୁଦ୍ରମାନଙ୍କର ବ୍ରାହ୍ମଣୀମାନହ୍କ ପ୍ରତି ସମ୍ୱୋଧନ —୩. A trem of address to a Brāhmaṇa lady by Ṡūdras.