Jump to content

ବ୍ରାହ୍ମଣ୍ୟ

ଉଇକିଅଭିଧାନ‌ରୁ

ବ୍ରାହ୍ମଣ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବ୍ରାହ୍ମଣ+ସମୂହାର୍ଥେ. ଯ)

[ସମ୍ପାଦନା]
୧. ସମବେତ ବ୍ରାହ୍ମଣ ଗଣ —୧. An assembly of Brāhma—ṇas.
୨. (+ ଭାବ. ଯ) ବ୍ରାହ୍ମଣତ୍ୱ —୨. Brāhmaṇa-hood.
୩. ଶନି ଗ୍ରହ —୩. The planet saturn.

[ଦ୍ରଷ୍ଟବ୍ୟ —ଏହି ଗ୍ରହ ଶୁଦ୍ରମାନଙ୍କର କଣ୍ଟକ ଓ ବ୍ରାହ୍ମଣମାନଙ୍କର ମିତ୍ର ଗ୍ରହ ଅଟନ୍ତି]