ବ୍ରାହ୍ମଣ ଝାଟି
ଦେଖଣା
ବ୍ରାହ୍ମଣ ଝାଟି
ଉଚ୍ଚାରଣ
[ସମ୍ପାଦନା](ବ୍ରାହ୍ମଣ ଝାଟିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଘଣ୍ଟାକର୍ଣ୍ଣାଦିବର୍ଗର ଦୀର୍ଘାୟୂଃ ଦୀର୍ଘ ଯଷ୍ଟି ସଦୃଶ କ୍ଷୁପବିଶେଷ —Clerodendron, Siphonanthus Indica.
[ଦ୍ରଷ୍ଟବ୍ୟ —ଏହାର ପତ୍ର ଲମ୍ୱ ୪\୫: ଗୋଟି ପତ୍ର ଯଷ୍ଟିକୁ ବେଷ୍ଟନ କରିଥାଏ ଏହାର ଫୁଲ ଧଳା ଓ ୪\୫: ଆଙ୍ଗୁଳ ଲମ୍ୱ ଖରା ଦିନରେ ଫୁଲ ଫୁଟେ ଫଳ ହେଲା ବେଳେ ଜ୍ୱଳନ୍ତ ଅଙ୍ଗାର ବର୍ଣ୍ଣ ଦେଖାଯାଏ ବୋଲି ଏହାର ସଂସ୍କୃତ ନାମ ଅଙ୍ଗାରବଲ୍ଲୀ ବୈଦ୍ୟକ ମତରେ ଏହା ବୃକ୍ଷ, କଟୁ ତିକ୍ତ କଷାୟ, ରୁଚିକର, ଉଷ୍ଣ. ବୀର୍ଯ୍ୟ, ପାଚକ, ଲଘୁ ଓ ଅଗ୍ନୀଦୀପକ ଏହାର ରକ୍ତ ଗୁଳ୍ମ, ଶୋଥ, କାଶ, କଫ, ଶ୍ୱାସ, ପୀନସ, ଜ୍ୱର ଓ ବାୟୂନାଶକ]