ବ୍ରାହ୍ମଣ ପ୍ରିୟ
ଦେଖଣା
ବ୍ରାହ୍ମଣ ପ୍ରିୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଯେ ବ୍ରାହ୍ମଣମାନଙ୍କୁ ସ୍ନେହ କରେ ବ୍ରାହ୍ମଣଙ୍କ ଭକ୍ତ —୧. Loving the Brāhmaṇas.
- ୨. ବ୍ରାହ୍ମଣଙ୍କ ହିତକର (କାର୍ଯ୍ୟ) ୨. Advantageous to Brāhmaṇas.
- ୩. ବ୍ରାହ୍ମଣମାନଙ୍କର ପ୍ରିୟ (ବ୍ୟକ୍ତି) — ୩. Loved by Brāhmaṇas.
ବିଶେଷ୍ୟ -
[ସମ୍ପାଦନା]ବିଷ୍ଣୁଙ୍କ ନାମ —A name of Bishṇus.