Jump to content

ବ୍ରାହ୍ମଣ ବ୍ରୁବ

ଉଇକିଅଭିଧାନ‌ରୁ

ବ୍ରାହ୍ମଣ ବ୍ରୁବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ(ବ୍ରାହ୍ମଣ+ବ୍ରୁ ଧାତୁ=କହିବା+କର୍ତ୍ତୃ. ଅ, ଯେ ଆପଣାକୁ ବ୍ରାହ୍ମଣ ବୋଲି କହି ହୁଏ)

[ସମ୍ପାଦନା]

ନାମମାତ୍ର ପଇତା ପକା ବ୍ରାହ୍ମଣ; ନିନ୍ଦିତ କର୍ମଚାରୀ ବ୍ରାହ୍ମଣ; ମହାବ୍ରାହ୍ମଣ —A Brāhmaṇa doing forbidden acts.