Jump to content

ବ୍ରାହ୍ମହୁତ

ଉଇକିଅଭିଧାନ‌ରୁ

ବ୍ରାହ୍ମହୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ରାହ୍ମ+ହୁତ)

[ସମ୍ପାଦନା]
୧. ଅତିଥିସେବା; ଅତିଥେୟତା —୧. Hospitality.
୨. ଅଭ୍ୟାଗତଙ୍କର ବିଶେଷତଃ ଅଭ୍ୟାଗତ ବ୍ରାହ୍ମଣଙ୍କର, ସତ୍କାର —୨. Enter tainment of a stranger specially a Brāhmaṇa new-comer.