ବ୍ରାହ୍ମୀ ଗାୟତ୍ରୀ
ଦେଖଣା
ବ୍ରାହ୍ମୀ ଗାୟତ୍ରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୩୬. ବର୍ଣ୍ଣ ବିଶିଷ୍ଟ ବୈଦିକ ଛନ୍ଦୋବିଶେଷ (ହିନ୍ଦୀ - ଶ) —Name of a Vedic metre of ୩୬ syllables or letters.
[ଦ୍ରଷ୍ଟବ୍ୟ — ବ୍ରାହ୍ମୀ ଶବ୍ଦ ଯୁକ୍ତ ଅନେକଗୁଡ଼ିଏ ବୈଦିକ ଛନ୍ଦ ଅଛି ଯଥା—ବ୍ରାହ୍ମୀ ଅନୁଷ୍ଟୁପ୍ (୪୮: ବର୍ଣ୍ଣ), ବ୍ରାହ୍ମୀ ଉଷ୍ଣିକ୍ (୪୨: ବର୍ଣ୍ଣ), ବ୍ରାହ୍ମୀ ଜଗତୀ (୭୨: ବର୍ଣ୍ଣ), ବ୍ରାହ୍ମୀ ତ୍ରିଷ୍ଟୁପ୍ (୬୬: ବର୍ଣ୍ଣ), ବ୍ରାହ୍ମୀ ପଂକ୍ତି (୬ ବର୍ଣ୍ଣ), ବ୍ରାହ୍ମୀ ବୃହତୀ (୫୪: ବର୍ଣ୍ଣ)—ହିନ୍ଦୀ - ଶ]