Jump to content

ବ୍ରାହ୍ମୀ ଲିପି

ଉଇକିଅଭିଧାନ‌ରୁ

ବ୍ରାହ୍ମୀ ଲିପି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀନ ବସ୍ତୁ ଚିତ୍ରରୁ ଉତ୍ପନ୍ନ ଭାରତର ପ୍ରାଚୀନ ବର୍ଣ୍ଣମାଳା; ଭାରତର ପ୍ରାଚୀନ ଜାତୀୟ ଲିପି — The old Indian script.

[ଦ୍ରଷ୍ଟବ୍ୟ —ଏହି ବର୍ଣ୍ଣମାଳାରୁ ଦେବନଗରୀ, ବଙ୍ଗଳା, ଓଡ଼ିଆ, ପାଲି, ଗୁରୁମୁଖୀ, ବର୍ମ୍ମୀ, ତିବ୍ୱତୀ, ତେଲୁଗୁ, ତାମି,ଲ୍ ଗୁଜରାଟୀ, ମାଲୟ, ଦ୍ରାବିଡ଼ୀ, ସିଂହଳୀ, ଶ୍ୟାମୀ, କାମ୍ୱୋଜୀ, ଯବଦ୍ୱୀପୀ ଆଦି ପ୍ରାଚୀନ ଓ ଆଧୁନିକ ଲିପମାନ ଊଦ୍ଭୂତ ହୋଇଅଛି ଏ ଲିପିର ବର୍ଣ୍ଣମାଳା ସଂଖ୍ୟା ୪୬: ଥିଲା (ଜ୍ଞାନେନ୍ଦ୍ର) କୌଣସି କୌଣସି ପଣ୍ଡିତଙ୍କର ମତ ଯେ ବ୍ରାହ୍ମୀ ଲିପି ଖ୍ରୀଷ୍ଟ ୫ ଶତାବ୍ଦୀ ପୂର୍ବରୁ ଚଳୁଥିଲା ଓ ଏହା ୨୨: ଗୋଟି ସେମେଟିକ୍ ବା ଫାନୀସୀୟ ଚିହ୍ନ—ଲିପିରୁ ଉଦ୍ଭୂତ ହୋଇଥିଲା ହିନ୍ଦୀ - ଶ]