ବ୍ରାହ୍ମୀ ଶାକ
ଦେଖଣା
ବ୍ରାହ୍ମୀ ଶାକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବ୍ରାହ୍ମୀ ଶାକ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜଳାଭୂମିରେ ଜନ୍ମିବା ଏକ ପ୍ରକାର ଛୋଟ ଲତା ଶାଗ —A potherb; Herpestis Monnierria.
[ଦ୍ରଷ୍ଟବ୍ୟ —ଏହାର ପତ୍ର ଲୋମହୀନ ଓ ଅଣ୍ଡାକାର ପତ୍ର ଉପରେ ଫୁଟ୍ ଫୁଟ୍ ଚିହ୍ନ ଅଛି ଫୁଲ ଛୋଟ ଓ ଈଷତ୍ ରକ୍ତାଭ ନୀଳବର୍ଣ୍ଣ ଏହା ବର୍ଷା ଦିନରେ ଫୁଟେ ଫୁଲର ଡେମ୍ଫ ଲମ୍ୱ ଏ ଶାକ ବୁଦ୍ଧି ଓ ପ୍ରଜ୍ଞାବର୍ଦ୍ଧକ ବୋଲି ପ୍ରସିଦ୍ଧ ଏହାଦ୍ୱାରା ଉନ୍ମାଦ ରୋଗ ନିମନ୍ତେ ଆୟୁର୍ବେଦୋକ୍ତ ଘୃତ ପ୍ରସ୍ତୁତ ହୁଏ ଏହାକୁ ବ୍ରାହ୍ମୀ ଘୃତ ବୋଲାଯାଏ ଏହି ଘୃତ ସେବନ କଲେ ଛାତ୍ର ମାନଙ୍କର ମେଧା ବୃଦ୍ଧି ହୁଏ