ବ୍ରାହ୍ମ୍ୟ
ଦେଖଣା
ବ୍ରାହ୍ମ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବ୍ରହ୍ମ+ଭାବ. ଓ ସମ୍ୱନ୍ଧାର୍ଥେ. ଯ)
[ସମ୍ପାଦନା]ବ୍ରହ୍ମ ସମ୍ୱନ୍ଧୀୟ — Relating to the mordern Brahma.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଆଧୁନିକ ବ୍ରାହ୍ମମତ ବା ସମାଜ ସମ୍ୱନ୍ଧୀୟ — ୧. Relating to the modern Brāhmoism.
- ୨. ଆଧୁନିକ ବ୍ରାହ୍ମ ସମାଜଭୁକ୍ତ; ବ୍ରାହ୍ମ —୨. Brāhma.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିସ୍ମୟ —୧. Astonishment; wonder.
- ୨. ଅଲୌକିକ ବ୍ୟାପାର —୨. Miracle.
- ୩. ଦୃଶ୍ୟ — ୩. Scene.
- ୪. ବ୍ରାହ୍ମଣ ପ୍ରତି ଭକ୍ତି ବା ପୂଜା — ୪. Worshipping a Brāhmaṇa; devotion to a Brāhmaṇa.