ବ୍ରାହ୍ମ ତୀର୍ଥ
ବ୍ରହ୍ମ ତୀର୍ଥ; ଅଙ୍ଗୁଷ୍ଠର ମୂଳ ଦେଶ — The root of the thumb.
[ଦ୍ରଷ୍ଟବ୍ୟ —ତର୍ପଣ ଓ ଶ୍ରାଦ୍ଧ ସମ୍ୱନ୍ଧରେ ଏହି ବାଟେ ବ୍ରହ୍ମାଙ୍କୁ ଜଳ ଦିଆଯାଏ]