Jump to content

ବ୍ରାହ୍ମ ଦିବସ

ଉଇକିଅଭିଧାନ‌ରୁ

ବ୍ରାହ୍ମ ଦିବସ

ଉଚ୍ଚାରଣ

[ସମ୍ପାଦନା]

(ବ୍ରାହ୍ମହୋରାତ୍ର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବ୍ରହ୍ମାଙ୍କର ଏକ ଦିନ ଓ ଏକ ରାତି; ମନୁଷ୍ୟଙ୍କ ଗଣନାରେ ୧୯୧୬: ବର୍ଷ (୧ ବୃନ୍ଦ ୧୧: କୋଟି ୬ ଲକ୍ଷ ବର୍ଷ) ବ୍ୟାପୀ ଦିବସ ଓ ଏତିକି ବର୍ଷ ବ୍ୟାପୀ ରାତ୍ରି ୧. One day and night to Brahmā.

[ଦ୍ରଷ୍ଟବ୍ୟ —ପୁରାଣରେ ବର୍ଣ୍ଣିତ ହୋଇଅଛି ଯେ ବ୍ରହ୍ମା ଦିନଯାକ ସୃଷ୍ଟି କାର୍ଯ୍ୟରେ ଲାଗନ୍ତି ଓ ରାତିରେ ଶୁଅନ୍ତି ସେ ଶୋଇଲେ କଳ୍ପାନ୍ତ ପ୍ରଳୟ ଘଟେ ଓ ରାତିରେ ଶୁଅନ୍ତି ସେ ଶୋଇଲେ କଳ୍ପନା ପ୍ରଳୟ ଘଟେ ଓ ସେ ସକାଳୁ ଉଠି ପୁଣି ନୂତନ ସୃଷ୍ଟି ଆରମ୍ଭ କରନ୍ତି; ତାଙ୍କର ଗଣନା ଓ ମନୁଷ୍ୟମାନଙ୍କ କାଳ ଗଣନା ସମାନ ନୁହେ

ମନୁଷ୍ୟମାନଙ୍କ କାଳ ଗଣନା କ୍ରମେ ସତ୍ୟଯୁଗ—୧୭୨୮,: ବର୍ଷ

ତ୍ରେତାଯୁଗ—୧୨୯୬,: ବର୍ଷ

ଦ୍ୱାପରଯୁଗ—୮୬୪,: ବର୍ଷ

କଳିଯୁଗ—୪୩୨,: , ଦଦଦ ବର୍ଷ

ଏହିପରି ମନୁଷ୍ୟ ୪ଟି ଯୁଗରେ ଦେବତାଙ୍କର ୧ ଦିନ ହୁଏ ଏହି ଗଣନା ଅନୁସାରେ ଦେବତାଙ୍କର ୧ ଯୁଗ=୨୪: ବର୍ଷ ହେଲେ ବ୍ରହ୍ମାଙ୍କର ଗୋଟିଏ ଦିନ ହୁଏ ଓ ୨୪: ବର୍ଷ ହେଲେ ବ୍ରହ୍ମଙ୍କର ଗୋଟିଏ ରାତି ହୁଏ]

୨. ବ୍ରହ୍ମାଙ୍କ ଗଣନାରେ ଏକ ଦିନ — ୨. One day of Brahmā