ବ୍ରାହ୍ମ ବିବାହ
ଦେଖଣା
ବ୍ରାହ୍ମ ବିବାହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପ୍ରାଚୀନ କାଳରେ ହିନ୍ଦୁମାନଙ୍କର ବିବାହ ପ୍ରଥା ବିଶେଷ [ଏଥିରେ ବରଙ୍କୁ ଆହ୍ୱାନ ପୂର୍ବକ ତାଙ୍କ ହସ୍ତରେ ଯଥାଶକ୍ତି ଅଳଙ୍କୃତା କନ୍ୟାକୁ ବେଦୋକ୍ତ ବିଧିରେ ପ୍ରଦାନ କରାଯାଏ (ବିବାହ ତଳେ ଟିକା ଦେଖ)] — A from of marriage pervalent amongst the Hindus of ancient India by giving a decorated girl to an invited bridegroom.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବ୍ରାହ୍ମସମାଜରେ ପ୍ରବର୍ତ୍ତିତ ବିବାହ ପ୍ରଥା — Marriage performed according to the Brahmo Samaj.
[ଦ୍ରଷ୍ଟବ୍ୟ —ଏଥିରେ ବିବାହ ସମ୍ୱନ୍ଧୀୟ ବେଦୋକ୍ତ ଓ ପୁରାଣୋକ୍ତ ମନ୍ତ୍ରମାନ ଦେଶୀୟ ଭାଷାରେ ଉଚ୍ଚାରିତ ହୁଏ]