ବ୍ରିଟିଶ୍ ଫାର୍ମ
ଦେଖଣା
ବ୍ରିଟିଶ୍ ଫାର୍ମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବ୍ରିଟିଶ୍ ଫାର୍ମ
|
[ବ୍ରିଟିଶ୍ କ(କୋ, କୁ)ମ୍ପାନୀ—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ଗ୍ରେଟ୍ ବ୍ରିଟେନ୍ରେ ସ୍ଥାପିତ କୌଣସି ବାଣିଜ୍ୟ ବ୍ୟବସାୟ— ସଂଘ —୧. A British firm or company.
- ୨. ଯେଉଁ ବାଣିଜ୍ୟ—ସଂଘର ଅଂଶିଦାର ବା ସଭ୍ୟ କେବଳ ଗ୍ରେଟ୍ ବ୍ରିଟେନ୍— ବାସୀ ଅଟନ୍ତି —୨. A firm or company of which the people of Great Britain only are shareholders or members.