ବ୍ରିଟିଶ୍ ଫାର୍ମକୋପିଆ
ଦେଖଣା
ବ୍ରିଟିଶ୍ ଫାର୍ମକୋପିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବ୍ରିଟିଶ୍ ଫାର୍ମକୋପିଆ
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଗ୍ରେଟ୍ ବ୍ରିଟେନର ସାଧାରଣ ଡାକ୍ତର ସମ୍ମେଳନୀ ପକ୍ଷରୁ ପ୍ରକାଶିତ ପ୍ରକାଣ୍ଡ ଭୈଷଜ ଶାସ୍ତ୍ର — British Pharmacopoea.
[ଦ୍ରଷ୍ଟବ୍ୟ —ଏଥିରେ ଉକ୍ତ ସମ୍ମେଳନୀ କର୍ତ୍ତୃକ ଅନୁମୋଦିତ ଦେଶୀୟ ଓ ବିଦେଶୀୟ ଔଷଧ ଦ୍ରବ୍ୟମାନଙ୍କର ତାଲିକା ଓ ବିଭିନ୍ନ ଔଷଧମାନଙ୍କରେ ପ୍ରସ୍ତୁତ କରିବା ପ୍ରଣାଳୀ ଲିପିବଦ୍ଧ ହୋଇଅଛି]