Jump to content

ବ୍ରିଟିଶ୍ ସାମ୍ରାଜ୍ୟ

ଉଇକିଅଭିଧାନ‌ରୁ

ବ୍ରିଟିଶ୍ ସାମ୍ରାଜ୍ୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଇଂରାଜୀ - ବ୍ରିଟିଶ୍+ସଂସ୍କୃତ - ସାମ୍ରାଜ୍ୟ)

[ସମ୍ପାଦନା]

ଇଂରାଜ ଜାତିଙ୍କ ଶାସିତ ପୃଥିବୀବ୍ୟାପୀ ରାଜ୍ୟ — The British Empire.

[ଦ୍ରଷ୍ଟବ୍ୟ —ଏହା କାନେଡା, ଅଷ୍ଟ୍ରେଲିଆ ଓ ଆଫ୍ରିକା ପରି କେତେଗୁଡ଼ିଏ ସାୟତ୍ତଶାସନପ୍ରାପ୍ତ ରାଜ୍ୟ ଓ ଭାରତବର୍ଷ, ଷ୍ଟ୍ରେଟସ୍ ସେଟଲମେଣ୍ଟ୍ ଓ ଲଙ୍କା ପରି କେତେଗୁଡ଼ିଏ ସ୍ୱାୟତ୍ତଶାସନାର୍ଥୀ ରାଜ୍ୟର ମିଶ୍ରଣରେ ଗଠିତ]